The Ultimate Managed Hosting Platform
ADVERTISEMENT

ପଦ୍ମ ଧରିବେ ଜୟ ଢୋଲକିଆ !

Facebook
Twitter
LinkedIn

ଭୁବନେଶ୍ୱର : ଆଜି ବିଜେପିରେ ମିଶି ପାରନ୍ତି ଜୟ ଢୋଲକିଆ । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିପାରନ୍ତି ଜୟ ଢୋଲକିଆ । ନୂଆପଡା ଉପନିର୍ବାଚନ ପୂର୍ବରୁ ବଡ ରାଜନୈତିକ ଚର୍ଚ୍ଚା । ବିଜେପିରେ ମିଶିଲେ ନୂଆପଡା ପାଇଁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ।
ସୂଚନା ଅନୁସାରେ ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ଯଥେଷ୍ଟ ସମ୍ଭାବନା ରହିଥିଲା । କିହିଁ ଦିନ ପୂର୍ବରୁ ଜୟ ଢୋଲକିଆ କହିଥିଲେ ଯେ , ତାଙ୍କୁ ବିଜେଡି ସୁପ୍ରିମୋଙ୍କ ଠାରୁ ଗ୍ରୀନ ସିଗନାଲ ମିଳିଛି । ସେ ଆଗାମୀ ଉପନିର୍ବାଚନରେ ବିଜେଡିରୁ ହିଁ ପ୍ରାର୍ଥୀ ହେବେ ବୋଲି ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଜୟ ଢୋଲକିଆ । ତେବେ କିଛି ଗଣମାଧ୍ୟମରେ ସେ ଅନ୍ୟ ଦଳରେ ମିଶିବା ନେଇ ପ୍ରକାଶିତ ଖବରକୁ ଜୟ ଢୋଲକିଆ ଖଣ୍ଡନ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଓଡିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ

ଓଡିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ

କୋଲକତା : ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ମେଡିକାଲ କଲେଜ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଅବସ୍ଥା ଗୁରୁତର ଥିବାରୁ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ । ଡିନର...

ADVERTISEMENT

Login