The Ultimate Managed Hosting Platform
ADVERTISEMENT

ପତ୍ନୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ହାରିଲେ ଜୀବନ, ମିଳିଲା ୨୪ ପୃଷ୍ଠାର ସୁଇସାଇଡ ନୋଟ

Facebook
Twitter
LinkedIn

ବେଙ୍ଗାଲୁର : ପତ୍ନୀଙ୍କୁଠୁ ଅତିଷ୍ଟ ହୋଇ ଜୀବନ ହାରିଲେ ସ୍ୱାମୀ । ବେଙ୍ଗାଲୁରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏହି ଘଟଣା । ହଁ ଦର୍ଶକ ବନ୍ଧୁ ମୃତ ଯୁବକ ଜଣକ ତାଙ୍କ ପତ୍ନୀ ଓ ସମ୍ପର୍କୀୟଙ୍କ ଉପରେ ଅତିଷ୍ଟ ହୋଇ ଜୀବନ ହାରିଛନ୍ତି । ୩୪ ବର୍ଷୀୟ ଜଣେ ଯୁବକ ନିଜ ବାସଭବନରେ ଦଉଡି ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଜାଣିବାକୁ ମିଳିଛି ଯେ ଅନେକ ଦିନ ହେବ ପତ୍ନୀଙ୍କଠୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ପାଇବା ପରେ ଅତୁଲ ଶ୍ରୀବାସ୍ତବ ସୁଇସାଇଡ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ପୁଲିସକୁ ମିଳିଛି ୨୪ ପୃଷ୍ଠା ବିଶିଷ୍ଟ ସୁଇସାଇଡ ନୋଟ । କୋଟି କୋଟି ଟଙ୍କା ଦାବି ସହ ମିଛ ମାମଲାରେ ଫଶା ଯିବା ଭଳି ଅଭିଯୋଗ ରହିଛି ସୁଇସାଇଡ ନୋଟରେ । ତେବେ ପୁଲିସ ଆରମ୍ଭ କରିଛି ଛାନଭିନ । ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ଅତୁଲ ବଡ ପଦରେ କାମ କରୁଥିଲେ ବୋଲି ପ୍ରାଥମିତ ତଦନ୍ତରୁ ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login