ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ କାରବାର ଦେଶରେ ପାରାଦୀପ ପ୍୍ରଥମ । ଚଳିତ ବର୍ଷ ୧୪୫.୩୮ ମିଲିୟନ ମେଟ୍ରିକ ଟନୟ ପଣ୍ୟ କାରବାର ହୋଇଛି । ପୂର୍ବରୁ ଲଗାତାର ପ୍ରଥମ ହେଉଥିଲା ଗୁଜୁରାଟ ଦୀନଦୟାଲ ପୋର୍ଟ । ପଣୟ କାରବାରରେ ପ୍ରଥମ ନେଇ ପାରାଦୀପ ବନ୍ଦର କର୍ତ୍ତୁପକ୍ଷଙ୍କ ସୂଚନା ।
Views: 76