The Ultimate Managed Hosting Platform
ADVERTISEMENT

ବିଜେଡି ଛାଡିଲେ ସନ୍ଧ୍ୟାବତୀ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେଲେ ସନ୍ଧ୍ୟାବତୀ । ପୂର୍ବତନ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ । ବିଜେଡି ସଭାପତି ନବୀନଙ୍କ ନିକଟକୁ ପଠାଇଲେ ଇସ୍ତଫା । ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପାଖରେ ଆମ କଥା କି ଅଭିଯୋଗ ପହଞ୍ଚି ପାରୁନି। ତାଙ୍କୁ ବ୍ୟକ୍ତିଗତ ସ୍ବାର୍ଥ ଲାଗି ଏକ କୋଟେରି ଗ୍ରୁପ୍ ଘେରିଛନ୍ତି। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅଧୀନସ୍ଥ ମୁନିନ୍ଦା ନିବାସୀ ସନ୍ଧ୍ୟାବତୀ ପ୍ରଧାନ ପୂର୍ବରୁ ପୁରୀ ଜିଲ୍ଲା ପରିଷଦର ସଦସ୍ୟ ଓ ପରେ ଉପାଧ୍ୟକ୍ଷ ଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login