The Ultimate Managed Hosting Platform
ADVERTISEMENT

ପଣାଯାତ୍ରାରେ ଜଳିଗଲା ୫ ଦୋକାନ

Facebook
Twitter
LinkedIn

ପୁରୀ : ପଣାଯାତ୍ରାରେ ଜଳିଗଲା ୫ ଦୋକାନ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ପଡିଆରେ ଜଳିଗଲା ୫ଟି ଦୋକାନ । ଗ୍ୟାସ ଟାଙ୍କି ଫାଟିବାରୁ ୫ ଦୋକାନ ଜଳିଗଲା । ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡି ନଷ୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login