ନେପାଳ : ନେପାଳରେ ସ୍ଥିତି ଅସମ୍ଭାଳ । ସାମାଜିକ ଗଣମାଧ୍ୟମ ଉପରୁ ପ୍ରତିବନ୍ଧକ ହଟାଇବା ପରେ ବି ହିଂସା । କର୍ଫ୍ୟୁ ଓ ଅନ୍ୟ ପ୍ରତିବନ୍ଧକ ସତ୍ତ୍ୱେ ପୁଣି ହିଂସାକାଣ୍ଡ । ବିକ୍ଷୋଭକାରୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା । ନେପାଳରେ ବିଦ୍ରୋହ ପରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ । କାଠମାଣ୍ଡୁରେ ସ୍ଥିତି ସଙ୍ଗୀନ ପରେ ଇସ୍ତଫା ମାଗିଥିଲେ ସେନାମୁଖ୍ୟ । ହିଂସାର ଦ୍ୱିତୀୟ ଦିନରେ ପଦରୁ ଇସ୍ତଫା ଦେଲେ ଓଲି । ସଂସଦରେ ଧସେଇ ପଶିଲେ , ନିଆଁ ଲଗାଇଲେ ବିକ୍ଷୋଭକାରୀ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବାସଭବନ ଉପରକୁ ପଥର ମାଡ । କାଠ ମାଣ୍ଡୁରେ ବିକ୍ଷୋଭକାରୀଙ୍କ ହିଂସା, ପୋଡା ଜଳା । ୯ରୁ ଅଧିକ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଗୃହ, କୃଷି, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ୯ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିବା କୁହାଯାଉଛି । ଆନ୍ଦୋଳନକାରୀମାନେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବରଖାସ୍ତ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଓଲି ଦେଶ ଛାଡ଼ି ଦୁବାଇ ପଳାଇବେ ବୋଲି ଚର୍ଚ୍ଚା ଚାଲିଛି । ଏସବୁ ଘଟଣାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀଙ୍କ ସହ ୩ କ୍ୟାବେିନେଟ୍ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି । ସ୍ଥିତି ନିୟନ୍ତ୍ରଣ ବାହାରେ ଥିବାବେଳେ ପ୍ରଦର୍ଶନକାରୀଙ୍କ ବିତ୍ପାଦକୁ ଦେଖି କାଠମାଣ୍ଡୁ ରାଜରାସ୍ତାରେ ବ୍ୟାପକ ସେନା ମୁତୟନ କରାଯାଇଛି । ଆଜି ସଂଧ୍ୟା ୬ଟାରେ ଓଲି ସର୍ବଦଳୀୟ ସାଂସଦଙ୍କ ବୈଠକ ଡାକିଛନ୍ତି । ବ୍ୟାପକ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜଧାନୀ କାଠମାଣ୍ଡୁ ସମେତ ବିଭିନ୍ନ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି ।
ନେପାଳରେ ସ୍ଥିତି ଅସମ୍ଭାଳ ; ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା , ଦୁବାଇ ପଳାଇବା ନେଇ ଚର୍ଚ୍ଚା
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







