ନୂଆଦିଲ୍ଲୀ : ନେତାଙ୍କ ନାଁରେ ଥିବା ମାମଲା ତ୍ୱରିତ ଫଇସଲା କରିବାକୁ ନିଦେ୍ର୍ଦଶ । ସାଂସଦ , ବିଧାୟକଙ୍କ ନାଁରେ ଥିବା ମାମଲାର ତୁରନ୍ତ ବିଚାର ନିଦେ୍ର୍ଦଶ । ତୁରନ୍ତ ବିଚାର ସାରିବାକୁ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ଏଭଳି ମାମଲା ଉପରେ ପଦକ୍ଷେପ ନେବାକୁ ହାଇକୋର୍ଟମାନଙ୍କୁ ନିଦେ୍ର୍ଦଶ । ଏଭଳି ମାମଲା ସମ୍ପର୍କରେ ଗାଇଡଲାଇନ ଆଣି ହେବନି । ଟ୍ରାଏଲ କୋର୍ଟ ପାଇଁ ଏ ସମ୍ପର୍କରେ ଗାଇଡଲାଇନ କରିବା କଷ୍ଟସାଧ୍ୟ । ସୁପ୍ରିମକୋର୍ଟ କହିଛନ୍ତି, ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ମାମଲାର ତଦାରଖ ପାଇଁ ହାଇକୋର୍ଟ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରନ୍ତୁ। ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ମାମଲାକୁ ପ୍ରାଥମିକତା ଦିଆଯିବା ଉଚିତ ।
ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲାକୁ ଶୀଘ୍ର ସମାଧାନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି, ୟୁନିଫର୍ମ ଗାଇଡଲାଇନ ଦେବା କଷ୍ଟସାଧ୍ୟ ହେବ । ମାମଲାଗୁଡ଼ିକର ମନିଟରିଂ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ଉପରେ ଛାଡିଛନ୍ତି ।
Views: 68