ନୂଆଦିଲ୍ଲୀ : ଅଲମ୍ପିକ ଚାମ୍ପିଅନ ନୀରଜ ଚୋପ୍ରା ବିଶ୍ୱ ମାନ୍ୟତାରେ ନଂ ୧ କୁ ଉନ୍ନୀତ । ବିଶ୍ୱ ଜାଭଲିନ୍ ଥ୍ରୋ ମାନ୍ୟତାରେ ନଂ ୱାନକୁ ଉନ୍ନୀତ ହେଲେ । କ୍ୟାରିୟରରେ ପ୍ରଥମ ଥର ପାଇଁ ବିଶ୍ୱ ନମ୍ବର ୱାନକୁ ଉନ୍ନୀତ । ଗତବର୍ଷ ଅଗଷ୍ଟ ୩୦ରୁ ଦ୍ୱିତୀୟ ସ୍ଥାନରେ ରହି ଆସିଥିଲେ । ୧୪୫୫ ପଏଣ୍ଟ ପାଇ ବିଶ୍ୱ ଚାମ୍ପିଅନ ଆଣ୍ଡରସନ ପିଟର୍ସଙ୍କୁ ଟପିଲେ । ୧୪୩୩ ପଏଣ୍ଟ ସହ ପିଟର୍ସ ଦ୍ୱିତୀୟ , ୧୪୧୬ ପଏଣ୍ଡ ପାଇ ଭେଡଲେଚ ୩ୟ ସ୍ଥାନରେ ରହିଛନ୍ତି ।୪ର୍ଥ ସ୍ଥାନରେ ଜର୍ମାନୀର ଜୁଲିୟନ ବେବର , ଏବଂ ୫ମ ସ୍ଥାନରେ ରହିଛନ୍ତି ନଦୀମ କାବିଜ । ନୀରଜ ଚୋପ୍ରା ପ୍ରଥମ ଥର ପାଇଁ ନଂ ୧ ର୍ୟାକିଂରେ ରହି ଇତିହାସ ରଚିଛନ୍ତି ।
Views: 86