ନୂଆଦିଲ୍ଲୀ : ସାଉଥ ଆମେରିକାର ଦେଶ ଗୁଏନାର ଏକ ଛାତ୍ରୀ ନିବାସରେ ନିଆଁ ଲାଗି ୧୯ ଛାତ୍ରୀ ଜୀବନ୍ତ ଦଗ୍ଧ । ରାଜଧାନୀ ଜର୍ଜଟାଉନଠୁ ୨୦୦ କିମି ଦୂର ମହିଦା ଟାଉନରେ ଅଘଟଣ । ନିଆଁ କିପରି ଲାଗିଲା ଅସ୍ପଷ୍ଟ ଥିବା ବେଳେ ଆଉ ୯ ପୋଡି ହୋଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ।
ଖବର ମୁତାବକ, ମଧ୍ୟ ଗୁୟାନାର ମହଦିୟା ସହର ସ୍ଥିତ ସ୍କଲ ହଷ୍ଟେଲରେ ନିଆଁ ଲାଗି ଯାଇଛି । ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନାହିଁ । ଆଗକୁ ଆଉ ମୃତ୍ୟୁ ସଂଖ୍ୟା ବଢିପାରେ । ନିଆଁ ଲାଗିବା ଯୋଗୁଁ ପିଲାମାନେ ହଷ୍ଟେଲରେ ଫସିଛନ୍ତି । ରବିବାର ରାତିରେ ନିଆଁ ଲାଗିଥିବା ଜଣାପଡିଛି । ପିଲାମାନେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ପହଞ୍ଚିଛନ୍ତି । କିନ୍ତୁ ଖରାପ ପାଣିପାଗ ଯୋଗୁଁ ନିଆଁକୁ ଆୟତ୍ତ କରିବାରେ କଷ୍ଟ ହେଉଛି । ଆହତ ପିଲାମାନଙ୍କ ସ୍ଥିତି ଗମ୍ଭୀର ରହିଛି ।ଘଟଣା ସ୍ଥଳରେ ୫ଟି ବିମାନ ରହିଛି । ଏବେ ବି ହଷ୍ଟେଲ ଭିତରେ ଅନେକ ଛାତ୍ରଛାତ୍ରୀ ଫସିଥିବା ଅନୁମାନ କରାଯାଉଛି । ଗୁୟାନା ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଘଟଣା ବିଷୟରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏଭଳି ଭୟଙ୍କର ଏବଂ ଯନ୍ତ୍ରଣାଦାୟକ ଦୁର୍ଘଟଣା ବହୁତ କଷ୍ଟଦାୟକ । ପିଲାମାନଙ୍କ ମାତାପିତା ଯନ୍ତ୍ରଣାର କଳ୍ପନା ନାହିଁ ।
ଗୁଏନାରେ ୧୯ ପିଲା ଜୀବନ୍ତ ଦଗ୍ଧ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







