The Ultimate Managed Hosting Platform
ADVERTISEMENT

ନିର୍ଦ୍ଦେଶକଙ୍କ ଉପରେ ରାଗିଗଲେ ଦୀପିକା

Facebook
Twitter
LinkedIn

୨ ବର୍ଷ ତଳର ଏହି ଘଟଣା । ‘ଗେହେରାଇୟାଁ’ର ସୁଟିଂ ସେଟରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ , ଅନନ୍ୟା ପାଣ୍ଡେ ଓ ଅନ୍ୟ କଳାକାର ଉପସ୍ଥିତ ଥାନ୍ତି । ଆଲବାଗ୍ ପାଖରେ ସୁଟିଂ ଚାଲିଥାଏ । ଗୋଟିଏ ସିନରେ ଦୀପିକା ବାରମ୍ବାର ଟେକ୍ ନେଉଥାନ୍ତି । ସେହି ସିନଟି ସେହିଦିନ ହିଁ ଓକେ ହେବା ଜରୁରୀ ଥିଲା । ବେଳ ଗଡିଯାଉଥାଏ । ଶେଷରେ ନିର୍ଦ୍ଦେଶକ ଶକୁନ୍ ବାତ୍ରା ବିଭିନ୍ନ ପରାମର୍ଶ ଦେଲେ । କଥା କଥାରେ ସେ ପ୍ରାୟ ୩-୪ ଥର କହିଦେଲେ , ‘ଦୀପିକା ତୁମେ ଭାବ ଯେ ତୁମ ସାନ ଭଉଣୀ ଅନିଷା ସହ ଏଭଳି କିଛି ଅସୁବିଧା ହୋଇଛିି’ ।

ପ୍ରଥମେ ଦୀପିକା କିଛି କହିଲେନି । ତେବେ ଶକୁନ୍ ବାରମ୍ବାର ସେହି କଥା କହିଥିଲେ । କିଛି ସମୟ ଚୁପ୍ ରହିବା ପରେ ହଠାତ ରାଗିଯାଇଥିଲେ ଦୀପିକା । ଆଉ କହିଥିଲେ ‘ଆପଣ ବାରମ୍ବାର ମୋ ଭଉଣୀ କଥା କହିଁକି କହୁଛନ୍ତି । ସଟ୍ ମୋତେ ଦେବାର ଅଛି ମୋ ଭଉଣୀକୁ ନୁହେଁ ।’ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login