The Ultimate Managed Hosting Platform
ADVERTISEMENT

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲା, ମୁଖ୍ୟ ଅଭିଯୁକ୍ତ ସ୍ପାଇଡର ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିଲା ସ୍ପାଇଡର ସତି। ତାକୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜିଂ ଥିଲା। ଲୁଟେରା ମୁହଁ ରେ ମାସ୍କ ଓ ହାତରେ ଗ୍ଲୋବସ, ପିନ୍ଧିଥିଲା । ଆମ ପାଖରେ କୌଣସି ପ୍ରମାଣ ନଥିଲା. ଅଭିଯୁକ୍ତ କୁ ଧରିବା ପାଇଁ ପୋଲିସ ଏକାଧିକ ଟିମ ଗଠନ କରି ତଦନ୍ତ କରାଯାଇଥିଲା । ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ୪୦୦ ସିସିଟିଭି ଯାଞ୍ଚ କରିଥିଲା ପୋଲିସ। ୧୦ ହଜାର ମୋବାଇଲ ଫୋନ ଏବଂ ୫୦ ହଜାର ଲୋକଙ୍କ ବ୍ୟାକଗ୍ରାଉଣ୍ଡ ଯାଞ୍ଚ ହୋଇଥିଲା। ୫୦ ଜଣଙ୍କୁ ପଚରାଉଚରା କରାଯାଇଥିଲା ବୋଲି ପୋଲିସ କମିଶନର କହିଛନ୍ତି । ରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିଲା ସ୍ପାଇଡର ସତି। ତାକୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜିଂ ଥିଲା। ଲୁଟେରା ମୁହଁ ରେ ମାସ୍କ ଓ ହାତରେ ଗ୍ଲୋବସ, ପିନ୍ଧିଥିଲା । ଆମ ପାଖରେ କୌଣସି ପ୍ରମାଣ ନଥିଲା. ଅଭିଯୁକ୍ତ କୁ ଧରିବା ପାଇଁ ପୋଲିସ ଏକାଧିକ ଟିମ ଗଠନ କରି ତଦନ୍ତ କରାଯାଇଥିଲା । ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ୪୦୦ ସିସିଟିଭି ଯାଞ୍ଚ କରିଥିଲା ପୋଲିସ। ୧୦ ହଜାର ମୋବାଇଲ ଫୋନ ଏବଂ ୫୦ ହଜାର ଲୋକଙ୍କ ବ୍ୟାକଗ୍ରାଉଣ୍ଡ ଯାଞ୍ଚ ହୋଇଥିଲା। ୫୦ ଜଣଙ୍କୁ ପଚରାଉଚରା କରାଯାଇଥିଲା ବୋଲି ପୋଲିସ କମିଶନର କହିଛନ୍ତି । ସହଜରେ କାନ୍ଥ ଡେଇଁ ଚୋରି କରିପାରେ ବୋଲି ତାକୁ ସ୍ପାଇଡ଼ର ସତି କହନ୍ତି ଲୋକ। ଅଭିଯୁକ୍ତ ପାଖରୁ ଚୋରି ସୁନା ଗହଣା ଜବତ ହୋଇଛି। ଯେଉଁ ସୁନା ବିକି ଥିଲା, ତାକୁ ବି ଜବତ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login