ଝାଡଖଣ୍ଡ : ବାକୋରୋ ଜିଲ୍ଲାରେ ବଡ ଧରଣର ଏନକାଉଣ୍ଟର । ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ । ଲଲପାନିଆ ଅଞ୍ଚଳ ଲୁଗୁ ପାହାଡରେ ମାଓବାଦା-ଯବାନ ମୁହାଁମୁହିଁ । ଏସଏଲଆର, ୨ଟି ଇନସାସ୍ ରାଇଫଲ ସହ ପିସ୍ତଲ ଜବତ । ଏବେ ବି ଗୁଳି ବିନିମୟ ଜାରି ରହିଛି । ନିହତ ମାଓବାଦୀଙ୍କ ଭିତରୁ ବିବେକ ନାମକ ଜଣେ ମାଓବାଦୀ ମୁଣ୍ଡରେ କୋଟିଏ ଟଙ୍କାର ପୁରସ୍କାର ରାଶି ଥିଲା । ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ରାଜ୍ୟ ପୋଲିସ ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ ବେଳେ ସଫଳତା ମିଳିଛି । ଆଜି ସକାଳେ ଲାଲ ପାଣିଆ ଅଧୀନରେ ଥିବା ଲୁଗୁ ହିଲ୍ସ ଅଞ୍ଚଳରେ ଗୁଳି ବିମିମୟ ହୋଇଥିଲା ।
Views: 26