The Ultimate Managed Hosting Platform
ADVERTISEMENT

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

Facebook
Twitter
LinkedIn

ଯାଜପୁର : ଝରଣାରେ ବୁଡି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ସୁକିନ୍ଦା ଥାନା କୋଇଲୋ ନିକଟ ଝରଣାରେ ବୁଡିଯାଇଥିଲେ ୨ ଯୁବକ । ଗତକାଲି ଜଣେ ଯୁବକ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ଟିମ୍ । ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ବୁଡି ଯାଇଥିବା ସୂଚନା । ଆଜି ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login