The Ultimate Managed Hosting Platform
ADVERTISEMENT

ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ସ୍ତ୍ରୀ

Facebook
Twitter
LinkedIn

ବୈାଦ୍ଧ : ସରପଞ୍ଚଙ୍କ ସ୍ତ୍ରୀ ଜୀବନ୍ତ ଦଗ୍ଧ । ବଞ୍ଚାଇବାକୁ ଯାଇ ସରପଞ୍ଚ ଗୁରୁତର । ପୁରୁଣାକଟକ ଥାନା ଚାରିଛକରେ ଘରେ ଗ୍ୟାସରୁ ନିଆଁ ଲାଗି ଅଘଟଣ । ଗୁରୁତର ସରପଞ୍ଚଙ୍କୁ ଭଉବନେଶ୍ୱରର ଘରୋଇ ମେଡିକାଲ ସ୍ଥାନାନ୍ତର । ତାଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁୟାୟୀ ଶ୍ରୀବନ୍ତ ମେହେର ଓ ତାଙ୍କ ପତ୍ନୀ ବିଷ୍ଷୁପ୍ରିୟା ଶ୍ରୀବନ୍ତ ଘରେ ଥିଲେ । ଆଜି ସକାଳେ ବିଷ୍ଣୁପ୍ରିୟା ରୋଷେଇ କରୁଥିବାବେଳେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଯାଇଥିଲା । ତାଙ୍କ ଚିତ୍କାର ଶୁଣି ଶ୍ରୀବନ୍ତ ବଞ୍ଚାଇବାକୁ ଧାଇଁ ଆସିଥିଲେ । ନିଆଁ ଲାଗି ଘଟଣାସ୍ଥଳରେ ବିଷ୍ଷୁପ୍ରିୟାଙ୍କ ମୃତ୍ୟୁ ହୋଇଥିବାବେଳେ ଶ୍ରୀବନ୍ତଙ୍କ ଅବସ୍ଥା ଗୁରୁତର ରହିଛି । ଖବର ପାଇ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login