The Ultimate Managed Hosting Platform
ADVERTISEMENT

ନିଆଁରେ ପୋଡି ୨ ମହିଳା ମୃତ

Facebook
Twitter
LinkedIn

ବ୍ରହ୍ମପୁର : ନିଆଁରେ ପୋଡି ଗୁରୁତର ୨ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ୨ ମହିଳାଙ୍କ ମୃତ୍ୟୁ । ଚିକିଟି କତୁରୁ ପଞ୍ଚାୟତ ବଡଚନ୍ଦନବାଡ ଗାଁର ୨ ପଡୋଶୀ ମହିଳାଙ୍କ ମୃତ୍ୟୁ । ୧ ତାରିଖରେ ଘରେ ରୋଷେଇ ବେଳେ ସିଲିଣ୍ଡର ଫାଟି ନିଆଁ ଲାଗିଥିଲା । ତେବେ ୨ ଜଣ ମହିଳାଙ୍କ ଜୀବନ ଯିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login