The Ultimate Managed Hosting Platform
ADVERTISEMENT

ନାଇଜେରିଆରେ ଡଙ୍ଗା ଦୁଇଫାଳ ହୋଇ ବୁଡ଼ିଯିବାରୁ ୧୦୩ ମୃତ

Facebook
Twitter
LinkedIn

ଅବୁଜା: ବିବାହ ଅନୁଷ୍ଠାନରୁ ଫେରୁଥିବା ବେଳେ ଉତ୍ତର ନାଇଜେରିଆରେ ଗୋଟାଏ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ପିଲାଙ୍କ ସମତେ ଅନ୍ୟୂନ ୧୦୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ମଙ୍ଗଳବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।
ପୁଲିସ ମୁଖପାତ୍ର ଓକାସାନମି ଅଜାୟିଙ୍କ କହିବା ଅନୁସାରେ, ରାଜଧାନୀ ଇଲୋରିନଠାରୁ ପ୍ରାୟ ୧୬୦ କିଲୋମିଟର ଦୂର କ୍ବାରା ପ୍ରଦେଶର ପାତେଗି ଜିଲ୍ଲା ଦେଇ ପ୍ରବାହିତ ନାଇଜର୍ ନଦୀରେ କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିବା ଉକ୍ତ ଡଙ୍ଗାଟି ସୋମବାର ପାହାନ୍ତା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏବେ ମଧ୍ୟ ସ୍ଥାନୀୟ ଅଧିବାସୀ ଓ ପୁଲିସ ଡଙ୍ଗା ଦୁର୍ଘଟଣାରେ ନିଖୋଜ ହୋଇଯାଇଥିବା ବହୁ ଲୋକଙ୍କୁ ଖୋଜୁଛନ୍ତି। ଏ ପର୍ୟ୍ୟନ୍ତ ୧୦୦ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login