The Ultimate Managed Hosting Platform
ADVERTISEMENT

ନାଁ ନ ନେଇ ମମତାଙ୍କୁ ଟାର୍ଗେଟ, ଯିଏ କରିବ ସେ ଫଳ ଭୋଗିବ : ପ୍ରଭାତୀ

Facebook
Twitter
LinkedIn

ଭୁବନେଶ୍ୱର : ଦୀଘା ଜଗନ୍ନାଥମନ୍ଦିର ବିବାଦ ପ୍ରସଙ୍ଗରେ ପ୍ରଭାତୀ ପରିଡାଙ୍କ ବୟାନ । ନାଁ ନ ନେଇ ମମତାଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯେ ହିନ୍ଦୁ ସଂସ୍କୃତି , ପରମ୍ପରା ସହ ଖେଳିବ ସେ ଫଳ ଭୋଗିବ । ଆମେ ସମସ୍ତେ ଜାଣିଛେ ପ୍ରଭୁ ଜଗନ୍ନାଥଙ୍କ ଧାମ କେଉଁଠି । ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ କେଉଁଠି ଧାମ ରଖିବା , କେଉଁଠି ଶଙ୍କରାଚାର୍ଯ୍ୟ ରଖିବା । ଏଥିପାଇଁ ହିନ୍ଦୁ ସଂସ୍କୃତିରେ ଅଲଗା ପରମ୍ପରା ରହିଛି । ଏବେ ଯିଏ ଖେଳ ଖେଳୁଛନ୍ତି ସେ ତାର ଫଳ ଭୋଗିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login