The Ultimate Managed Hosting Platform
ADVERTISEMENT

ନରି ପଣ୍ଡା ସହ ରହିବ କଳାକାର ସଂଘ,ନ୍ୟାୟ ନ ମିଳିଲେ ଯାତ୍ରା ବନ୍ଦ ହେବ : ବାପି ପଣ୍ଡା

Facebook
Twitter
LinkedIn

ଭୁବନେଶ୍ୱର : ଯାତ୍ରାରେ ବିବାଦ ପ୍ରସଙ୍ଗ । ନରି ପଣ୍ଡାଙ୍କ ସହରହିବ କଳାକାର ସଂଘ । ସୂଚନା ଦେଲେ କର୍ମଚାରୀ-କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡା । ଆଉ ଥରେ ମାଲିକ ମାନଙ୍କ ସହ ବୁଝାମଣା ପାଇଁ ଆଲୋଚନା କରିବୁ । ଦରକାର ପଡିଲେ କଳାକାର ସଂଘ ଯାତ୍ରା ବନ୍ଦ କରିଦେବ । ନରି ପଣ୍ଡାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସଂଘ ତାଙ୍କ ସହ ରହିବ । ସବୁ ଯାତ୍ରା କଳାକାର ଏକ ହୋେଇ ରହିଛନ୍ତି । ନରି ପଣ୍ଡା ନିର୍ଯାତନା ବେଳର ସିସିଟିଭି ମିଳୁନି କହୁଛନ୍ତି ଆଇଓ । ତାଙ୍କୁ ଗୋଇଠା ମାରିବା, ଜବରଦସ୍ତ ଦସ୍ତଖତ କରାଇବା କଥା ଉଠାଇଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login