ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ କଥା ବୁଝନ୍ତି ପାଣ୍ଡିଆନ । ବାହାରୁ ଡାକ୍ତର ଆସନ୍ତି ସେହି ସବୁ ପାଣ୍ଡିଆନ ଦେଖା ଦେଖି କରନ୍ତି । ସେ କାହାକୁ ଦେଖା ହେଉନାହାନ୍ତି । ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଅବସ୍ଥା ପାଣ୍ଡିଆନ ନିଜ ଉପରକୁ ନେଇଛନ୍ତି । ଆଗରୁ ପାଣ୍ଡିଆନ ନବୀନଙ୍କ କଥା ବୁଝୁଥିଲେ ଏବେ ବି ବୁଝୁଛନ୍ତି । ନବୀନଙ୍କ ମେଡ଼ିସିନ, ଯୋଗ, ହଉଛି କି ନାହିଁ ବୁଝୁଛନ୍ତି । ନିଜ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି ପାଣ୍ଡିଆନ । ସଂସ୍କାରରେ ଅଛି ଗୁରୁଙ୍କ ସେବା କରିବା ପୁଣ୍ୟର କାମ । ପାଣ୍ଡିଆନ ସେୟା କରୁଛନ୍ତି । ସଂଗଠନ ଭିତରେ ଚାଲିଥିବା ବିଶୃଙ୍ଖଳାକୁ ନେଇ କହିଛନ୍ତି ମନ୍ମଥ ରାଉତରାୟ । ସେ କହିଛନ୍ତି, ପୁରା ଟିମର ଭୁଲ ନଥିଲା କିଛି ଜଣଙ୍କ ଭୁଲ ଥିଲା । କିଛି ମାତ୍ରାରେ ବ୍ୟକ୍ତିମାନେ ଭୁଲ ଥିଲେ । ତାର ରେଜଲ୍ଟ ଆମକୁ ମିଳିଲା । ଆମକୁ ବହୁମତ ମିଳିଲାନି । ଯେଉଁମାନଙ୍କର ଅଂହକାର ଅଛି, ଯେଉଁମାନେ ଭୁଲ କରିଥିଲେ ସେମାନେ ଭୁଲ ମାନୁଛନ୍ତି । ପଶ୍ଚାତାପ କରୁଛନ୍ତି । ସେମାନଙ୍କୁ ନବୀନ ସୁଯୋଗ ଦେବେ ନ ଦେବେ ଅନାଲିସିସ୍ ହଉଛି । ଭଲ ଦଳ ହେଇକି ବିଜେଡି ଉଠିବ । ସମସ୍ତେ ଗ୍ରାସ ରୁଟରେ ରହିବା ପାଇଁ ନବୀନ ପଟ୍ଟନାୟକ କହିଛନ୍ତି । ଆମକୁ ଅସୁବିଧା ହେଲେ ନବୀନ ଓଲ୍ହେଇ ଆସିବେ ।
ନବୀନଙ୍କ ପାଖେ ପାଖେ ରହୁଛନ୍ତି ପାଣ୍ଡିଆନ, ସ୍ୱାସ୍ଥ୍ୟ କଥା ବୁଝନ୍ତି : ମନ୍ମଥ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







