The Ultimate Managed Hosting Platform
ADVERTISEMENT

ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶଂସା କଲେ ପୁଟିନ୍

Facebook
Twitter
LinkedIn

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ବଡ ବୟାନ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ। ଏକ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ପୁଟିନ କହିଛନ୍ତି ଯଦି ୨୦୨୦ ମସିହାରେ ଟ୍ରମ୍ପ ନିର୍ବାଚନ ଜିତିଥାନ୍ତେ ତେବେ ହୁଏତ ଯୁଦ୍ଧ ହୋଇନଥାନ୍ତା। ଗଣମାଧ୍ୟର ପ୍ରଶ୍ନର ଉତ୍ତର ଦେଇ ପୁଟିନ କହିଥିଲେ ବର୍ତ୍ତମାନ ଯୁଦ୍ଧକୁ ନେଇ ସାରା ବିଶ୍ବ ଚିନ୍ତାରେ। ୟୁକ୍ରେନ ସହ ରୁଷର ଯୁଦ୍ଧ ଚାଲିଛି। ଯଦି ଆମେରିକା ନିର୍ବାଚନ ୨୦୨୦ରେ ବାଇଡେନଙ୍କ ସ୍ଥାନରେ ଟ୍ରମ୍ପ ଜିତିଥାନ୍ତେ ତେବେ ହୁଏତ ଯୁଦ୍ଧ ସମସ୍ୟା ଉପଜିନଥାନ୍ତା। ଏଥିସହ ଡୋନାଲ୍ଟ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି ରୁଷ ରାଷ୍ଟ୍ରପତି। ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଜଣେ ବୁଦ୍ଧି ଓ କ୍ଷମତା ସମ୍ପନ୍ନ ରାଷ୍ଟ୍ରପତି କହିଛନ୍ତି ପୁଟିନ। ଅନ୍ୟପଟେ ଯୁଦ୍ଧ ମଇଦାନରୁ ମଧ୍ୟ ବଡ ଖବର ଆସିପାରେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login