The Ultimate Managed Hosting Platform
ADVERTISEMENT

ନବମ ଥର ପାଇଁ ନବୀନ ରାଜ୍ୟ ସଭାପତି ହେବା ନିଶ୍ଚିତ

Facebook
Twitter
LinkedIn

ଭୁବନେଶ୍ୱର : ନବମ ଥର ପାଇଁ ନବୀନ ପଟ୍ଟନାୟକ ରାଜ୍ୟ ସଭାପତି ହେବା ନିଶ୍ଚିତ। ବିଜେଡି ସଭାପତି ପଦ ଲାଗି ଆଜି କେବଳ ଜଣେ ମାତ୍ର ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିଥିଲେ। ଆସନ୍ତା ୧୯ ସକାଳ ୧୧ଟାରେ ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା କରାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ଆସନ୍ତା ଏପ୍ରିଲ ୧୯ ସକାଳ ୧୧ଟାରେ ଷ୍ଟେଟ କାଉନସିଲ ଓ ଷ୍ଟେଟ ଏକଜିକ୍ୟୁଟିଭ ମେମ୍ବରଙ୍କ ଉପସ୍ଥିତିରେ ତାଙ୍କ ନାଁ ଘୋଷଣା ହେବ। ଆଜି ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଶଙ୍ଖ ଭବନରେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ ନବୀନ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଥମୁନି ଯାତ୍ରା ବିବାଦ ; କଳାକାରଙ୍କ ଉପରୁ ହଟିବନି ବ୍ୟାନ ନିଦେ୍ର୍ଦଶ

ଥମୁନି ଯାତ୍ରା ବିବାଦ ; କଳାକାରଙ୍କ ଉପରୁ ହଟିବନି ବ୍ୟାନ ନିଦେ୍ର୍ଦଶ

ଭୁବନେଶ୍ୱର ; ଥମିବା ବଦଳରେ ତୀବ୍ର ହେବାରେ ଲାଗିଛି କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ । କଳାକାରଙ୍କ ଉପରୁ ବ୍ୟାନ ହଟାଇବା ପାଇଁ କଳାକାର ସଂଘ...

ADVERTISEMENT
ୟୁନେସ୍କୋ ମେମୋରି ଅଫ ୱାର୍ଲ୍ଡରେ ସାମିଲ ହେଲା ଶ୍ରୀମଦ ଭାଗବତ ଗୀତା ଓ ନାଟ୍ୟଶାସ୍ତ୍ର

ୟୁନେସ୍କୋ ମେମୋରି ଅଫ ୱାର୍ଲ୍ଡରେ ସାମିଲ ହେଲା ଶ୍ରୀମଦ ଭାଗବତ ଗୀତା ଓ ନାଟ୍ୟଶାସ୍ତ୍ର

ନୂଆଦିଲ୍ଲୀ : ୟୁନେସ୍କୋରେ ସ୍ଥାନ ପାଇଲା ଶ୍ରୀମଦ୍ ଭଗବତ ଗୀତା । ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହୋଇଛି ଶ୍ରୀମଦ୍ ଭଗବତ ଗୀତା ଓ ଭରତମୁନୀଙ୍କ...

Login