ଭୁବନେଶ୍ୱର : ନନ୍ଦନକାନନରେ ୪ ସିଂହ ଶାବକ ଜନ । ନନ୍ଦନକାନନରେ ମୋଟ ୧୪ଟି ଏସିୟ ସିଂହଙ୍କ ମଧ୍ୟରେ ୯ ଟି ଅଣ୍ତିରା , ୫ଟି ମାଈ ଓ ହାଇବ୍ରିଡ ୭ଟି ସିଂହ ମଧ୍ୟରେ ୪ ଅଣ୍ଡିରା ୩ ମାଈଙ୍କୁ ମିଶାଇ ସର୍ବମୋଟ ୨୧ଟି ସିଂହ ଥିଲେ। ଏଥିସହିତ ସିଂହୀ ବିଜିଲି ଏବଂ ସିଂହ ରାଜେଶର ମିଳନରୁ ବିଜିଲି ୪ ଶାବକ ଜନ୍ମ ଦେବା ଫଳରେ ଏସୀୟ ସିଂହଙ୍କ ସଂଖ୍ୟା ମଧ୍ୟ ୧୮କୁ ବୃଦ୍ଧି ପାଇଛି। ଏହା ସହିତ ନନ୍ଦନକାନନର ମୋଟ ସିଂହ ସଂଖ୍ୟ ୨୫କୁ ବୃଦ୍ଧି ହୋଇଛି। ଏନେଇ ପ୍ରାଣୀ ଉଦ୍ୟାନରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି।
Views: 78











