The Ultimate Managed Hosting Platform
ADVERTISEMENT

ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଛୁଆ ହାତୀ

Facebook
Twitter
LinkedIn

ଭୁବନେଶ୍ୱର : ଆଖି ବୁଜିଲା ହାତୀ ଛୁଆ । ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ହାତୀ ଛୁଆର ମୃତ୍ୟୁ ହୋଇଛି । ତା ବୟସ ୫ରୁ ୬ ବର୍ଷ ହେବ । ତା ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା । କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ପୋକାମୁଣ୍ଡା ଗାଁରେ ଥିବା ଏକ ମୋରମ ଖଣିରେ ଉକ୍ତ ହାତୀ ଛୁଆଟି ଖସି ପଡିଥିଲା । ଚଳିତ ମାସ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିଲା ଏହି ହାତୀ ଛୁଆ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ମୃତ୍ୟୁ ଘଟିଛି। ନନ୍ଦନକାନନର ଧଳା ବାଘୁଣୀ ରୂପା ଗତ ବର୍ଷ ନଭେମ୍ବର ୨ ତାରିଖରେ ତାର ତୃତୀୟ ଗର୍ଭରୁ ୪ ଶାବକ ଜନ୍ମ ଦେଇଥିଲା । ଜନ୍ମ ପରେ ସମସ୍ତ ଛୁଆଙ୍କୁ ଗ୍ରହଣ କରିଥିଲା ରୂପା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login