ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆତଙ୍କରାଜ ଘଟଣାରେ ୨ ଗିରଫ । ଉପ ନିଦେ୍ର୍ଦଶକଙ୍କ ଅଫିସରେ ପଶି ୨ ଦୁର୍ବତ୍ତ ଭଙ୍ଗାରୁଜା କରି ଗିରଫ । ବିଳମ୍ବିତ ରାତିରେ ଉଭୟଙ୍କୁ ଗିରଫ କଲା ନନ୍ଦନକାନନ ପୋଲିସ । ଅଫିସ ଭିତରେ ପଶି ଭଙ୍ଗାରୁଜା , ଦୁର୍ବ୍ୟବହାର , ଆକ୍ରମଣ ଅଭିଯୋଗ । ନନ୍ଦନକାନନ ହସ୍ପିଟାଲରେ ବି ଭଙ୍ଗାରୁଜା କରିଥିବା ସୂଚନା । ଏହି ଘଟଣାରେଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟପୁଲିସ । ଏମାନେ ହେଲେ ଦାରୁଠେଙ୍ଗ ଗାଁର ପ୍ରଶାନ୍ତ କୁମାର ପାହାଡ ସିଂହ ଓ ଗୋବିନ୍ଦ ସାହୁ । ସିସିଟିଭିରେ କଏଦ ହୋଇଛି ପୁରା ଘଟଣାର ଦୃଶ୍ୟ । ଅନ୍ୟପଟେ ପ୍ରଶାନ୍ତ ପାହାଡ ସିଂ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି । ଗତକାଲି ଅପରାହ୍ନରେ କିଛି ଫରେଷ୍ଟଗାର୍ଡଙ୍କ ସହ ପ୍ରଶାନ୍ତର ଝଗଡା ହୋଇଥିବା ସୂଚନା ରହିଛି ।
Views: 118