ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ସରତର ଶ୍ୟାମପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନରୁ ଆସିଲେ ଜୀବଜନ୍ତୁ । ୫ ଓଧ. ୨ ଧୂସର ଗଧିଆ, ୧୦ ବିରଳ କଇଁଛ, ୨ ଫିଜାଣ୍ଟ ପକ୍ଷୀ ଆସିଛି । ପ୍ରତିବଦଳରେ ଶୟାମ ପ୍ରସାଦ ମୁଖାର୍ଜୀ ଉଦ୍ୟାନକୁ ଦିଆଗଲା ୧୪ ଜୀବଜନ୍ତୁ । ୨ ରୟାଲ ବେଙ୍ଗଲ ଟାଇଗର, ୨ ମାଇ ଗଧିଆ, ୩ ଚାରିଶୃଙ୍ଗୀ କୃଷ୍ଣସାର ମୃଗ । ୫ ବିଲୁଆ, ୨ ବାର୍କିଂ ହରିଣ ପ୍ରଦାନ କଲା ନନ୍ଦନକାନନ ।
Views: 53











