ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ପ୍ରସଙ୍ଗ । ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ କଂଗ୍ରେସର ସମାଲୋଚନା । ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା । କହିଲେ ରାଜନୀତି କରିବାକୁ ଧର୍ମେନ୍ଦ୍ର କୋଟିଆ ଯାଇଥିଲେ । କେନ୍ଦ୍ରମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ର ସେଠାକୁ ଯାଇ ନ ଥିଲେ । ସେ କେନ୍ଦ୍ରମନ୍ତ୍ରୀ ଭାବେ ହସ୍ତ କ୍ଷେପ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ନରସିଂହ । ଦୁଇ ରାଜ୍ୟର ବିବାଦରେ କେନ୍ଦ୍ରର କିଛି ଦାୟିତ୍ୱ ଥାଏ । ଓଡିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବସାଇ କେନ୍ଦ୍ର ସମାଧାନ କରୁ ।
Views: 72