The Ultimate Managed Hosting Platform
ADVERTISEMENT

ଧରାପଡିଲା ଦୁର୍ଘଟଣା ଘଟାଇଥିବା ଥର୍

Facebook
Twitter
LinkedIn

ଭୁବନେଶ୍ୱର : ପାତ୍ରପଡା ଭି୨ ପାଖରେ ଦୁର୍ଘଟଣା ଘଟାଇଥିବା ଥର ଧରାପଡିଲା । ସିସିଟିଭି ଆଧାରରେ ଜଟଣୀ ଅଞ୍ଚଳରୁ ଜବତ କଲା ଖଣ୍ଡଗିରି ଥାନା ପୋଲିସ । ଜଟଣୀ ଥାନା ନିକଟରେ ଥର ରଖି ଫେରାର ହୋଇଯାଇଥିଲେ । ଗତକାଲି ଝିଅ, ମାଆ ଓ ପୁଅକୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା ଥର । ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିବା ବେଳେ ଏମ୍ସରେ ମାଆ ଓ ପୁଅ ଚିକିତ୍ସାଧୀନ । ୧୫ କିଲୋମିଟର ଗୋଡ଼ାଗୋଡି ପରେ ଘଟାଇଥିଲା ଦୁର୍ଘଟଣା। ସୂଚନା ଅନୁସାରେ, ମାମୁଁ ଘରୁ ମା ଓ ସାନ ଭାଇ ସହ ଘରକୁ ଫେରୁଥିଲା କୁନି ଝିଅ। ହେଲେ ରାସ୍ତା ପାର ହେବା ବେଳେ ଧକ୍କା ଦେଇଥିଲା ଥର।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ : ପୁରୁଷ ବନ୍ଧୁ ଗିରଫ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ । ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ନେଇ କେନ୍ଦ୍ରାପଡା ଏସପିଙ୍କ...

Login