The Ultimate Managed Hosting Platform
ADVERTISEMENT

‘ଦ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଅଫ ଇଣ୍ଡିଆନ ସିନେମା’ ଆଓ୍ଵାର୍ଡ ପାଇବେ କାର୍ତ୍ତିକ ଆର୍ଯ୍ୟନ

Facebook
Twitter
LinkedIn

ନୂଆଦିଲ୍ଲୀ : ମେଲବର୍ଣ୍ଣରେ ହେବାକୁ ଥିବା ୧୪ତମ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ‘ଦ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଅଫ ଇଣ୍ଡିଆନ ସିନେମା’ ଆଓ୍ଵାଡ କାର୍ତ୍ତିକଙ୍କୁ ପ୍ରାଦନ କରାଯିବ । ଇଣ୍ଟରନ୍ୟାସନାଲ ଆଓ୍ଵାର୍ଡ ପାଇବେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟ୍ୟନ । ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ଣ୍ଣର କମିଟି ମେମ୍ବର ଏହା ଘୋଷଣା କରିଛନ୍ତି । ଏହି ପୁରସ୍କାର ୧୧ ଅଗଷ୍ଟକୁ ପ୍ରଦାନ କରାଯିବ । ବଲିଉଡରେ ପ୍ରାୟ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ କାର୍ତ୍ତିକ କାମ କରିସାରିଲେଣି । ଭାରତୀୟ ସିନେମାକୁ ଗ୍ଲୋବାଲ ସ୍ତରରେ ପହଞ୍ଚାଇବାରେ କାର୍ତ୍ତିକଙ୍କର ମଧ୍ୟ ଅବଦାନ ରହିଛି । ତେବେ ମେଲବର୍ଣ୍ଣରେ ଆୟୋଜିତ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ କାର୍ତ୍ତିକଙ୍କୁ ଭିକ୍ଟୋରିଆ ପ୍ରାନ୍ତର ଗଭର୍ଣ୍ଣରଙ୍କ ଦ୍ୱାରା ପ୍ରଦାନ କରାଯିବ । ଏହି ସମାରୋହରେ କାର୍ତ୍ତିକ ତାଙ୍କ କ୍ୟାରିଅରର ସଫଳତା ବିଷୟରେ ଫ୍ୟାନ୍ସଙ୍କ ସହ ସେୟାର କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login