The Ultimate Managed Hosting Platform
ADVERTISEMENT

ଦ୍ୱିତୀୟ ଥର ମାଆ ହେବେ ଇଲିଆନ ଡି’ କ୍ରୁଜ

Facebook
Twitter
LinkedIn

ମୁମ୍ବାଇ : ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ ଦ୍ୱିତୀୟ ଥର ପାଇଁ ମାଆ ହେବାର ଖୁସି ଉପଭୋଗ କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀ ଜଣକ ପ୍ରଶଂସକମାନଙ୍କୁ କହିଛନ୍ତି ଯେ ସେ ଗର୍ଭବତୀ ଅଛନ୍ତି । ଇଲିଆନା ଡି’କ୍ରୁଜ୍ ଇନଷ୍ଟାଗ୍ରାମ ଷ୍ଟୋରିରେ ପପକର୍ନ ସ୍ନାକ୍ସ ଏବଂ ଆଣ୍ଟାସିଡ୍ ଚୋବାଇବାର ଏକ ପ୍ୟାକେଟର ଫଟୋ ପୋଷ୍ଟ କରିଛନ୍ତି । ସେହି ପୋଷ୍ଟରେ ୧୨ଟା ବାଜି ୪୩ ମନିଟ୍ ସମୟ ଲେଖା ଯାଇଛି ।କହିବାକୁ ଗଲେ ଯେ ଅଗଷ୍ଟ ୨୦୨୩ରେ ଇଲିଆନା ତାଙ୍କର ପ୍ରଥମ ପୁଅ କୋଆଙ୍କୁ ସ୍ୱାଗତ କରିଥିଲେ । ସେ ଇନଷ୍ଟାଗ୍ରାମରେ ପୁଅର ପ୍ରଥମ ଜନ୍ମଦିନର ଫଟୋ ମଧ୍ୟ ସେୟାର କରିଥିଲେ। ଯାହା ଭାଇରାଲ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login