The Ultimate Managed Hosting Platform
ADVERTISEMENT

ଦେଶରେ ପରବର୍ତ୍ତୀ ସିଜେଆଇ ହେବେ ଜଷ୍ଟିସ ବିଆର ଗଭାଇ

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ସିଜେଆଇ ହେବେ ଜଷ୍ଟିସ୍ ବି.ଆର. ଗଭାଇ । ମେ ୧୪ରେ ଦେଶର ପରବର୍ତ୍ତୀ ସିଜେଆଇ ଭାବରେ ଶପଥ ନେବେ ଗଭାଇ । ବର୍ତ୍ତମାନର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ୟ୍ୟକାଳ ୧୩ ମେରେ ଶେଷ ହେବ । ଆଇନ ମନ୍ତ୍ରଣାଳୟକୁ ସୁପାରିଶ ପାଇଁ ପଠାଇଲେ ସିଜେଆଇ ସଞ୍ଜିବ ଖାନ୍ନା । ସୁପ୍ରିମକୋର୍ଟର ପରବର୍ତ୍ତୀ ସିଜେଆଇ ଲାଗି ଜଷ୍ଟିସ୍ ଗଭାଇଙ୍କ ନାମକୁ ସିଜେଆଇ ସଞ୍ଜିବ ଖାନ୍ନା ଆଇନ ମନ୍ତ୍ରଣାଳୟକୁ ପଠାଇଥିଲେ । ସେହି ଆଧାରରେ ନିଷ୍ପତ୍ତି ହୋଇଛି । ଜଷ୍ଟିସ ଗଭାଇଙ୍କ ନାମରେ ବାଜିଛି ମୋହର । ଜଷ୍ଟିସ ଗଭାଇଙ୍କ ପୁରା ନାମ ଭୂଷଣ ରାମକ୍ଷ୍ଣ ଗଭାଇ । ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କ ପରେ ସୁପ୍ରିମକୋର୍ଟ ସବୁଠାରୁ ବରିଷ୍ଠ ବିଚାରପତି ହେବେ ଗଭାଇ । ଜଷ୍ଟିସ୍ ଗଭାଇ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଲିଭ-ଇନରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ରାୟ ଶୁଣାଇଲେ ସୁପ୍ରିମ କୋର୍ଟ

ୱକଫ ଆଇନ ସଂଶୋଧନ ପ୍ରସଙ୍ଗ : କେନ୍ଦ୍ରକୁ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୱାକଫ ଆଇନ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ । ଜବାବ...

Login