The Ultimate Managed Hosting Platform
ADVERTISEMENT

ଦେଓମାଳିରୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା, ଯୁବକଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

କୋରାପୁଟ: ଦେଓମାଳିରୁ ବାଇକ ଯୋଗେ ଜଣେ ଯୁବକ ଫେରୁଥିବା ବେଳେ ସର୍ଗିଗୁଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଆଜି ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ଉକ୍ତ ଯୁବକଙ୍କ ପ୍ରାଣହାନି ଘଟିଛି। ମୃତକ ହେଲେ କେନ୍ଦୁଗୁଡ଼ା ଗାଁର ଚନ୍ଦ୍ରଶେଖର ସୌର (୨୬)। ସୂଚନା ଅନୁଯାୟୀ, ଚନ୍ଦ୍ରଶେଖର ସୌର ନିଜ ସାଙ୍ଗମାନଙ୍କ ସହ ଦେଓମାଳି ବୁଲିବାକୁ ଯାଇଥିଲେ। ଆଜି ସକାଳେ ସେ ନିଜ ବାଇକରେ ଗାଁକୁ ଫେରୁଥିବା ବେଳେ ବାଇକଟି ଟ୍ରକ ପଛ ପଟେ ପିଟିଥିଲା। ଏହାଫଳରେ ଚନ୍ଦ୍ରଶେଖର ସୌରଙ୍କ ମୃତ୍ୟୁ ଘଟିଥିଲା କ୍ଷ ଏହି ଅଘଟଣରେ ଆଉ ଜଣେ ଆହତ ହୋଇଥିବାର ସୂଚନା ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଫୁଲୁଛି ବ୍ରାହ୍ଣଣୀ : ସପ୍ତାହେ ହେଲାଣି କମୁନି ଜଳସ୍ତର, ସେପଟେ ମନ୍ଦିରା ଡ୍ୟାମ ଖୋଲିଲା ୮ ଗେଟ

ବୈତରଣୀରେ ବନ୍ୟା : ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ନିଦେ୍ର୍ଦଶ

ମୟୂରଭଞ୍ଚ : ମୟୂରଭଞ୍ଚ ଓ କେନ୍ଦୁଝରରେ ଅତ୍ୟଧିକ ବର୍ଷା । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି...

ଓମ ଶାନ୍ତିରୁ ମୋଦିଙ୍କ ସମ୍ବୋଧନ; କଳ୍ପନାଠୁ ବି ବଡ ଦଣ୍ଡ ମିଳିବ , ଆତଙ୍କବାଦୀଙ୍କୁ ମାଟିରେ ମିଶେଇଦେବୁ

ପୁଣି ବିଶ୍ୱର ୧ ନଂ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ୧ ନଂ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକୀୟ ବ୍ୟବସାୟିକ ଗୁଇନ୍ଦା କମ୍ପାନୀ ମର୍ଣ୍ଣିଂ କନସଲ୍ଟ ଜୁଲାଇ...

ADVERTISEMENT