The Ultimate Managed Hosting Platform
ADVERTISEMENT

ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ରୁବିନା

Facebook
Twitter
LinkedIn

ନୂଆଦିଲ୍ଲୀ: ‘ବିଗବସ-୧୪’ର ବିଜେତା ରୁବିନା ଦିଲେକ ଟେଲିଭିଜନର ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ରୁବିନା ପ୍ରାୟତଃ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ରୁବିନାଙ୍କୁ ନେଇ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତାଙ୍କ ସ୍ବାମୀ ଟୁଇଟ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ରୁବିନାଙ୍କ ସ୍ବାମୀ ଅଭିନବ ଗାଡ଼ି ଚଲାଉଥିବା ସମୟରେ ଯେଉଁମାନେ ମୋବାଇଲ ଫୋନ ଅବା ଟ୍ରାଫିକ ନିୟମ ଭଙ୍ଗ କରନ୍ତି ସେମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଦୁର୍ଘଟଣାରେ ସାମିଲ ଦୁଇଟି କାରର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳୁଛି ଅଭିନେତ୍ରୀଙ୍କ କାର ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ରୁବିନାଙ୍କ ଜୀବନ ବଞ୍ଚିଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login