The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଦୁଇ ଟ୍ରକ ସାମ୍ନାସାମ୍ନି ଧକ୍କା

Facebook
Twitter
LinkedIn

ବାସୁଦେବପୁର : ଦୁଇ ଟ୍ରକ ସାମ୍ନାସାମ୍ନି ଧକ୍କା । ସାମ୍ନା ସାମ୍ନି ଧକ୍କା ହେବା ଫଳରେ ଚାପିହୋଇ ରହିଛନ୍ତି ଡ୍ରାଇଭର । ଭଦ୍ରକ ବାସୁଦେବପୁର-ଜାମୁଝାଡି ରାସ୍ତାର ମଖନପୁର ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ; ୮୦ ପ୍ରତିଶତ କାର୍ଯ୍ୟ ଶେଷ ,ଭକ୍ତଙ୍କ ପାଈଁ ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ହେବ ମାଗଣା ଅଟୋସେବା : ପୃଥ୍ୱୀରାଜ ହରିଚନ୍ଦନ

ପୁରୀ : ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ପରେ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା । ପ୍ରାୟ ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇ ସାରିଲାଣି । ଗୁଣ୍ଡିଚାର...

ADVERTISEMENT

Login