ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରକୁ ପୁଣି ଗୁଳିମାଡ । ଉତ୍ତରପ୍ରଦେଶ ବରେଲୀ ସ୍ଥିତ ଘର ଉପରକୁ ଗୁଳିମାଡ । ୨୫ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଗୁଳିମାଡ ସୂଚନା । ଗୁଳି ମାଡ କରିଥିବା ସୁଟରର ସ୍କେଚ ସାମ୍ନାକୁ ଆସିଛି । ସୁଟରକୁ ଧରିବା ପାଇଁ ନୋଏଡା ଓ ମିରଟରେ ଏସଟିଏଫର ରେଡ ।
ଉତ୍ତର ପ୍ରଦେଶ ବରେଲି ସହରରେ ଥିବା ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଏହି ଘଟଣାକୁ ନେଇ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ନିଜକୁ ଦାୟୀ କରିଛି । ଏହି ମାମଲାରେ ଅଭିନେତ୍ରୀ ଦିଶା ପଟାନିଙ୍କ ବାପାଙ୍କ ପ୍ରତ୍ରିକ୍ରିୟା ସାମ୍ନାକୁ ଆସିଛି । ସେ ପ୍ରେମାନନ୍ଦ ମହାରାଜଙ୍କ ସହିତ ବିବାଦ ମାମଲାରେ ନିଜ ଝିଅର ସପୋର୍ଟ ନେଇଛନ୍ତି । ଦିଶାଙ୍କ ଘର ଉପରେ ଫାୟାରିଂ ବୀରେନ୍ଦ୍ର ଚରଣ ଗ୍ୟାଙ୍ଗ କରିଛି । ଗୁଳିକାଣ୍ଡକୁ ନେଇ ନିଜକୁ ଦାୟୀ କରିଛି ଏହି ଗ୍ୟାଙ୍ଗ । ସେ କହିଛନ୍ତି ସେ ଆମ ପୂଜ୍ୟ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜ ଏବଂ ଅନିରୁଦ୍ଧଚାର୍ୟ୍ୟ ଜୀ ମହାରାଜଙ୍କୁ ଅପମାନ କରିଛନ୍ତି । ଆମ ସନାତନ ଧର୍ମକୁ ନିଚ୍ଚା ଦେଖାଇବାକୁ ଚେଷ୍ଟା କରୁଛି । ଆମ ଦେବାଦେବୀଙ୍କୁ ଅପମାନ ଆଦୌ ଗ୍ରହଣ କରାଯିବନାହିଁ । ହିନ୍ଦୁ ଦେବଦେବୀ କିମ୍ବା ସନାତନ ଧର୍ମକୁ ଅପମାନିତ କରୁଥିବା ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ଏହି ଗ୍ୟାଙ୍ଗ ଧମକ ଦେଇଛି ।
ଦିଶା ପଟାନୀଙ୍କ ଘରକୁ ପୁଣି ଗୁଳିମାଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











