The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ଭୀଷଣ ଅଗ୍ନିକାଣ୍ଡ, ଭୁଶୁଡି ପଡିଛି କୋଠା

Facebook
Twitter
LinkedIn

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଛି । ଫଳରେ କୋଠାଟି ଭୁଶୁଡି ପଡିଛି । ଏପରି ଘଟଣା ଶନିବାର ସକାଳ ପ୍ରାୟ ୪.୪୮ ସମୟରେ ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡ ଘଟଣା ଦିଲ୍ଲୀର ବାୱାନା ଔ-୧୦ସେକ୍ଟର ୨ରେ ହଠାତ୍ ନିଆଁ ଲାଗିଥିଲା । ଏହି ଘଟଣା ଶନିବାର ପ୍ରାୟ ୪.୪୮ମିନିଟ୍ ଘଟିଥିବା ଦେଖିବାକୁ ମିଳିଥିଲା । ଅଗ୍ନିକାଣ୍ଡ ହେବା ଫଳରେ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିଲା । ଯାହାଦ୍ବାରା କୋଠାଟି ଭୁଷୁଡି ପଡିଥିଲା । ବିସ୍ଫୋରଣ ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଥିବା ଦୋକାନଗୁଡିକ ପ୍ରଭାବିତ ହେବା ସହିତ ଆକାଶ ଧୂଆଁମୟ ହୋଇଯାଇଥିଲା । ନିଆଁ ଲାଗିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା ।ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ଦମକଳ ବାହିନୀ ଗାଡି ଆସି ପହଞ୍ଚିଥିଲା । ଏହି ଅଗ୍ନକାଣ୍ଡରେ କାହାରି ଜୀବନ ହାନି ଘଟିଥିବା ଏପର୍ୟ୍ୟନ୍ତ ସୂଚନା ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଗହଣା ଦୋକାନରୁ ଲୁଟ

ଗହଣା ଦୋକାନରୁ ଲୁଟ

ଜଳେଶ୍ୱର : ବିଳମ୍ବିତ ରାତିରେ ସଟର ତାଡି ଗହଣା ଦୋକାନରୁ ଲୁଟ । କମର୍ଦ୍ଦା ଥାନା ବେଲଦା ହାଟପଦା ନିକଟ ଗହଣା ଦୋକାନରୁ ଲୁଟ । କେତେ...

ADVERTISEMENT
ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

Login