The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଅରବିନ୍ଦ କେଜ୍ରିୱାଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀରେ ବାଜିସାରିଛି ନିର୍ବାଚନୀ ବିଗୁଲ । ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଭିନ୍ନ ଦଳର ହାଇପ୍ରୋଫାଇଲ ନେତା । ଏହା ଭିତରେ ଆମ ଆଦମୀ ପାର୍ଟିର ମୁଖ୍ୟ ତା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାମାଙ୍କନ ଦାଖଲ କରିବା ପୂର୍ବରୁ ବିଶାଳ ରୋଡ ଶୋ କରିଛନ୍ତି । ତେବେ ବୁଧବାର ସକାଳୁ ମନ୍ଦିରରେ ପହଁଚି ଆର୍ଶୀବାଦ ଭିକ୍ଷା କରିବା ସହ ଦଳୀୟକର୍ମୀଙ୍କ ସହ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ନୂଆ ଦିଲ୍ଲୀ ଆସନରୁ ଏଥରକ ଲଢ଼ୁଛନ୍ତି କେଜ୍ରିୱାଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login