The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ଚାଲିପାରିବନି ଆଉ ପୁରୁଣା ଗାଡି , ଆସନ୍ତା ୧ରୁ ମିଳିବନି ପେଟ୍ରୋଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଉ ରାସ୍ତାରେ ଗଡ଼ିବନି ପୁରୁଣା ଗାଡ଼ି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନ ପାଇଁ ଲାଗିବ ପ୍ରତିବନ୍ଧକ। ଦିଲ୍ଲୀ ସରକାର ଏହି ଯାନଗୁଡ଼ିକ ଉପରେ କଟକଣା ଲଗାଇବା ପାଇଁ ଏକ ନୂଆ ଉପାୟ ବାହାର କରିଛି । ଏଥର ପୁରୁଣା ଗାଡିକୁ ପେଟ୍ରୋଲ ଏବଂ ଡିଜେଲ ଦେବା ପାଇଁ ମନା କରିଛି ଦିଲ୍ଲୀ ସରକାର । ଏବେ କୌଣସି ରାଜ୍ୟର ପୁରୁଣା ଯାନ ଦିଲ୍ଲୀରେ ପେଟ୍ରୋଲ-ଡିଜେଲ ପାଇବ ନାହିଁ। ଜୁଲାଇ ୧ରୁ ଏହି ନିୟମ ଲାଗୁ ହେବ । ଦିଲ୍ଲୀ ପରିବହନ ବିଭାଗ ପେଟ୍ରୋଲ ପମ୍ପରେ ଏଣ୍ଡ-ଅଫ୍-ଲାଇଫ୍ ଯାନ (ELV) ରେ ଇନ୍ଧନ ଭର୍ତ୍ତି କରିବା ଉପରେ ସମ୍ପୂର୍ଣ୍ଣ ନିଷେଧ କରିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login