The Ultimate Managed Hosting Platform
ADVERTISEMENT

ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଗ୍ରୀଲ୍ ତାଡି ସୁନା-ଗହଣା ଲୁଟ୍‌

Facebook
Twitter
LinkedIn

ପାଟଣା : ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍ । ଗ୍ରୀଲ୍ ତାଡ଼ି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ରାଇକଳା ଗାଁର ଦିବଂଗତ ସାମ୍ବାଦିକଙ୍କ ପୈତୃକ ଘରୁ ଲୁଟ୍ ହୋଇଛି । ଏନେଇ ଅରିନ୍ଦମଙ୍କ କକା ତୁରୁମୁଙ୍ଗା ଥାନାରେ ଏତଲା ଦେଇଛନ୍ତି। ସୂଚନା ଅନୁସାରେ, ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ କକା ଓ ଖୁଡି ଶୋଇଥିବା ବେଳେ ଘର ଝରକାର ଗ୍ରୀଲ ତାଡି ଲୁଟ୍ କରିଛନ୍ତି । ଦୁର୍ବୁତ୍ତ ମାନେ ଆଲମୀରା ତାଡି ସୁନା ଚେନ୍, ମୁଦି, ହାର କାନଫୁଲ ସହ ବାହୁଟି ଲୁଟି ନେଇଛନ୍ତି। ଏନେଇ ଅରିନ୍ଦମ୍ ଙ୍କ କକା ଧରଣୀ ଧର ଦାସ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଅଭିଯୋଗ ପରେ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login