ଫୁଲବାଣୀ: ପୋଲିସ ଇନଫର୍ମର ସନେ୍ଦହରେ ଦମ୍ପତିଙ୍କୁ ହତ୍ୟା । ଗୋଛାପଡା ଥାନା ବିଡାପଦର ଗାଁରେ ମାଓବାଦୀଙ୍କ ବର୍ବରତା । ଗାଁ ନିକଟ ଜଙ୍ଗଲରେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସୂଚନା । ନିକଟରେ ବଡା ପାଯୁ ଠାରେ ଫେବ୍ରୁଆରୀ ୨୬ତାରିଖରେ ଈଝୠ ଉଙଈ ବା କମ୍ପାନୀ ଅପରେଟିଂ ବେସ ସ୍ଥାପନ ହୋଇଥିଲା। ଏହା ଘଟଣା ସ୍ଥୁଳଠାରୁ ମାତ୍ର ୫ କିମି ଦୂରରେ ରହିଛି। ଇଊଏ ଅପରେସନ ଏସ ଦେବଦତ୍ତ ସିଂହ କହିଛନ୍ତି ଯେ ଏନେଇ ପୋଲିସ ପକ୍ଷ ରୁ ଯାଞ୍ଚ ସହ ତଥ୍ୟ ସଂଗ୍ରହ କରାଯାଉଛି।
Views: 110











