The Ultimate Managed Hosting Platform
ADVERTISEMENT

ଥାନା ସମ୍ମୁଖରୁ ବାଇକ ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

Facebook
Twitter
LinkedIn

କେନ୍ଦ୍ରାପଡା : ଥାନା ସମ୍ମୁଖରୁ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷେ ଟଙ୍କା । କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ଥାନା ସମ୍ମୁଖରୁ ଲୁଟ୍ ଅଭିଯୋଗ ହୋଇଛି । ପନ୍ତୁରି ଗାଁର କମଳାକାନ୍ତ ପ୍ରଧାନ ଧାନ ବିକି ପଇସା ବ୍ୟାଙ୍କରେ ରଖିଥିଲେ । ଧାର ସୁଝିବା ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଗାଡ଼ି ଡିକିରେ ରଖି ପାଖ ଦୋକନକୁ ଯାଇଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ଥାନା ସମ୍ମୁଖରୁ ଡିକି ତାଡି ଏକ ଲକ୍ଷ ଟଙ୍କା ସହ ଚେକ ବୁକ୍ ଓ ଜରୁରୀ କାଗଜ ପତ୍ର ଲୁଟି ନେଇଛନ୍ତି । ଘଟଣାର ତଦନ୍ତ କରୁଛି ପଟ୍ଟାମୁଣ୍ଡାଇ ଥାନା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login