The Ultimate Managed Hosting Platform
ADVERTISEMENT

ତାମିଲ ତଥା ହିନ୍ଦୀ ଅଭିନେତା ପବନ ସିଂଙ୍କ ଦେହାନ୍ତ

Facebook
Twitter
LinkedIn

ମୁମ୍ବାଇ : ହୃଦଘାତ ନେଲା ଆଉ ଜଣେ ଅଭିନେତାଙ୍କ ଜୀବନ । ତାମିଲ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ଲୋକପ୍ରିୟ ହିନ୍ଦୀ ଏବଂ ତାମିଲ ଷ୍ଟାର ପବନ ସିଂଙ୍କ ମୃତ୍ୟୁ । ମାତ୍ର ୨୫ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ମୁମ୍ବାଇ ସ୍ଥିତ ଘରେ ତାଙ୍କର ହାର୍ଟଆଟାକ ହୋଇଛି । ତାଙ୍କ ମୃତ୍ୟୁରେ ତାମିଲ ଇଣ୍ଡଷ୍ଟ୍ରୀକୁ ବଡ ଝଟକା ଲାଗିଛି । ପବନ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ରହୁଥିଲ । ତେଣୁ ପବନଙ୍କ ମୃତଦେହକୁ ମୁମ୍ବାଇରୁ ପୈତୃକ ସ୍ଥାନ ମାଣ୍ଡ୍ୟାକୁ ନିଆଯାଇ ଅନ୍ତିମ ସଂସ୍କାର କରାଯିବ । ପବନ କର୍ଣ୍ଣାଟକର ବାସିନ୍ଦା ହୋଇଥିବା ସତ୍ତ୍ୱେ କାମ ଯୋଗୁଁ ମୁମ୍ବାଇରେ ରହୁଥିଲେ । ସେ ହିନ୍ଦୀ ଏବଂ ତାମିଲ ସିରିଅଲରେ କାମ କରିସାରିଛନ୍ତି । ତାଙ୍କ ମୃତ୍ୟୁରେ ପରିବାରକୁ ଝଟକା ଲାଗିଛି ।
ପବନଙ୍କ ମୃତ୍ୟୁରେ ମାଣ୍ଡ୍ୟା ବିଧାୟକ ଏଚଟି ମଞ୍ଜୁ, ପୂର୍ବ ବିଧାୟକ କେବି ଚନ୍ଦ୍ରଶେଖର, ପୂର୍ବମନ୍ତ୍ରୀ କେସି ନାରାୟଣ ଗୌଡା, ପୂର୍ବ ବିଧାୟକ ବି ପ୍ରକାଶ, ଟିଏପିସିଏମଏସର ଅଧ୍ୟକ୍ଷ ବିଏଲ ଦେବରାଜୁ ଶୋକ ବ୍ୟକ୍ତ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ଉଦ୍ଧାର କାର୍ଯ୍ୟରେ ସାମିଲ ସ୍ଥାନୀୟ ଲୋକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ପହଁଚିଲେ ନବୀନ ପଟ୍ଟନାୟକ, ସୁସ୍ଥ ହେବା ପରେ ମୁମ୍ବାଇରୁ ଫେରିଲେ

ଭୁବନେଶ୍ୱର : ଭୁବନେଶ୍ବରରେ ପହଞ୍ଚିଲେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ସୁସ୍ଥ ହେବା ପରେ ଆଜି ମୁମ୍ବାଇରୁ ଫେରିଲେ । ସର୍ଭାଇକାଲ ଆର୍ଥ୍ରାଇଟ୍ସ ଚିକିତ୍ସା ପାଇଁ...

୧୧ଟି ବଗି ଲାଇନଚ୍ୟୁତ

୧୧ଟି ବଗି ଲାଇନଚ୍ୟୁତ

ବୀରମିତ୍ରପୁର : ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ । ବୀରମିତ୍ରପୁର ଉପରମାର୍କେଟ ଅଞ୍ଚଳ ନିକଟରେ ଲାଇନଚ୍ୟୁତ । ଚୂନଭଟାରୁ ବୀରମିତ୍ରପୁର ରେଳ ଷ୍ଟେସନକୁ ଗଲା ବେଳେ...

ADVERTISEMENT
ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

Login