ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ ଆଶିଷ ସିଂ । ଆଇଟିବିପି ଆଇଜି ଭାବେ କାର୍ଯ୍ୟ କରିବେ ଆଶିଷ ସିଂ । ୫ ବର୍ଷ କିମ୍ବା ପରବର୍ତ୍ତୀ ନିଦେ୍ର୍ଦଶ ଯାଏଁ ଡେପୁଟେସନରେ ଯିବେ । ଏବେ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି । ନିର୍ବାଚନ ସମୟରେ ମିଛ କହି ମେଡିକାଲ ଲିଭ୍ ନେଇଥିଲେ । ୫ ବର୍ଷ ଯାଏ ସେ ଏହି ପଦବୀରେ ରହିବେ । ଅନ୍ୟାଦେଶ ପର୍ୟ୍ୟନ୍ତ ଏହି ପଦରେ କାର୍ୟ୍ୟ କରିବେ ଆଶିଷ ସିଂ । ବର୍ତ୍ତମାନ ପଦରୁ ତୁରନ୍ତ ଅବ୍ୟାହତି ନେଇ ନୂତନ କାର୍ୟ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।
Views: 32