The Ultimate Managed Hosting Platform
ADVERTISEMENT

ଡିସେମ୍ବର ୭ରେ Big Boss-19 Grand Finale , ଭଲ ଟିଆରପି ସତ୍ତ୍ୱେ ମିଳିଲାନି ଏକ୍ସଟେନସନ

Facebook
Twitter
LinkedIn

ମୁମ୍ବାଇ : ଟିଭିର ଲୋକପ୍ରିୟ ତଥା ବିବାଦୀୟ ରିଆଲିଟି ଶୋ ‘ବିଗ୍ ବସ୍ ୧୯’ରେ ପ୍ରତିଦିନ ଟ୍ବିଷ୍ଟ ଏବଂ ଝଗଡା ଦେଖିବାକୁ ମିଳୁଛି । ୱିକେଣ୍ଡା ବାରରେ ସଲମାନ ଖାନ ଫରହାନା ଭଟ୍ଟ ଏବଂ ତାନ୍ୟା ମିତ୍ତଲଙ୍କୁ ତାଙ୍କ ବ୍ୟବହାର ପାଇଁ ଗାଳି କରିଥିଲେ । ଏହାରି ମଧ୍ୟରେ ଶୋକୁ ନେଇ ଜରୁରୀ ସୂଚନା ସାମ୍ନାକୁ ଆସିଛି । ପୂର୍ବରୁ କୁହାଯାଉଥିଲା କି, ଏହି ସିଜନକୁ ୪ ସପ୍ତାହ ପାଇଁ ଆଗକୁ ବଢିପାରେ । କିନ୍ତୁ ଏହାକୁ ଆଉ ଆଗକୁ ବଢାଯାଇପାରିବ ନାହିଁ ବୋଲି ମେର୍କସ ଗ୍ରାଣ୍ଡ ଫିନାଲେ ପାଇଁ ତାରିଖ ଧାର୍ୟ୍ୟ କରିସାରିଲେଣି । ଖବର ମୁତାବକ, ବିଗବସ ୧୯ ଗ୍ରାଣ୍ଡ ଫିନାଲେ ଆସନ୍ତା ଡିସେମ୍ବର ୭ ତାରିଖରେ ହେବାକୁ ଯାଉଛି । ଶୋ ୧୫ ସପ୍ତାହ ସିଡ୍ୟୁଲରେ ଶେଷ ହେବ । ଏଥର ୱିକେଣ୍ଡ ୱାରରେ ସଲମାନ ବିଗବସ୍ ଘର ଲୋକଙ୍କୁ ଆଉ ୪ ସପ୍ତାହ ବୋଲି କହିଥିଲେ । ଏହି ଶୋକୁ ଟିଆରପି ଏବଂ ଭଲ ରେଟିଂ ମିଳୁଛି । ପ୍ରତି ସପ୍ତାହରେ ଟପ୍ ୧୦ରେ ସାମିଲ ହେଉଛି । ଆଉ ଶୋକ ଆଗକୁ ବଢାଇବାକୁ ମନା କରିବାରୁ ସମସ୍ତେ ଆଶ୍ଚର୍ୟ୍ୟ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login