The Ultimate Managed Hosting Platform
ADVERTISEMENT

ଡଙ୍ଗା ବୁଡି ୯ ନିଖୋଜ, ୩ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ :ବୁଡିଗଲା ଡଙ୍ଗା । ୩ଜଣଙ୍କ ମୃତ୍ୟୁ, ୪ ଜଣ ଗୁରୁତର । ୯ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ୨ଜଣ ଭାରତୀୟ ଶିଶୁ ଅଛନ୍ତି । କାର୍ଲିଫର୍ଣ୍ଣିଆ ସାନ ଡିଏଗୋରେ ବୁଡ଼ିଲା ଡଙ୍ଗା । ଗତକାଲି ସାନ ଡିଏଗୋର ଟୋରି ପାଇନ୍ସ ଷ୍ଟେଟ୍ ବିଚରେ ଏକ ଛୋଟ ଡଙ୍ଗା ଓଲଟି ପଡିଥିଲା । ଡଙ୍ଗାରେ ଏକ ଭାରତୀୟ ପରିବାର ଥିଲେ। ଡଙ୍ଗା ଓଲଟି ପଡିବା ପରେ ବାପା-ମାଆ ଉଦ୍ଧାର ହୋଇଥିବାବେଳେ ଦୁଇ ଶିଶୁ ନିଖୋଜ ହୋଇଛନ୍ତି । ଆହତଙ୍କୁ ସ୍କ୍ରିସ ମେମୋରିଆଲ ହସ୍ପିଟାଲ ଲା ଜୋଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login