ଭୁବନେଶ୍ୱର : ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱ, ରାଜ୍ୟ ପ୍୍ରଭାରୀଙ୍କ ସହ ଆଲୋଚନା ହୋଇଛି । ଠିକ ସମୟରେ ଟିମ ଗଠନ କରାଯିବ, ରାଜନୀତିରେ କିଛି ବି ଲୁଚାଛପାରେ ହୁଏନି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ କି ନୂଆ ଟିମ କିଛି ବି ଲୁଚାଛପାରେ ହେବ ନାହିଁ । ସବୁକିଛି ଖୋଲା ଖୋଲିରେ ହେବ କୈାଣସି କାର୍ଯ୍ୟ ବିଳମ୍ବ ହେଉ ନାହିଁ ।
Views: 67