The Ultimate Managed Hosting Platform
ADVERTISEMENT

ଠକ ଯୋଡି ହଂସିତା-ଅନୀଲଙ୍କୁ ଆୟକର ବିଭାଗ ପକ୍ଷରୁ ଜେରା

Facebook
Twitter
LinkedIn

ଭୁବନେଶ୍ୱର : ଆୟକର ବିଭାଗ ପକ୍ଷରୁ ହଂସିତା-ଅନୀଲଙ୍କୁ ଝାରପଡା ଜେଲରେ ଜେରା । ବେନାମୀ ସମ୍ପତ୍ତି ନେଇ ଜେରା କରୁଛି ଆୟକର ବିଭାଗ । ଆୟକର ବିଭାଗର ଦୁଇଟି ଟିମ୍ ଝାରପଡା ଜେଲରେ ପହଁଚି ଉଊୟଙ୍କୁ ଜେରା କରୁଛି । ପୂର୍ବରୁ ଆୟକର ବିଭାଗ ହଂସିତା ମାମଲାରେ ପାଖାପାଖି ୧୬ଟି ସ୍ଥାନରେ ଚଢଉ କରିବା ସହ ଶହେ କୋଟିରୁ ଉର୍ଦ୍ଧ ସମ୍ପତ୍ତି ଠାବ କରିଥିଲା. ଏହାରି ଭିତରେ ୫୮କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ବି ମିଳିଥିଲା ଆୟକର ବିଭାଗକୁ। ଏଥିରେ ୧୭କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବାର ପ୍ରମାଣ ମିଳିଛି। ଏହାରି ଭିତରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ସମସ୍ତ୍ ତଥ୍ୟ ସହ ରାଜନେତାଙ୍କ ସମ୍ପର୍କରେ ଜାଣିବା ପାଇଁ ଜେଲ ଭିତରେ ଉଭୟଙ୍କୁ ଆୟକର ବିଭାଗ ଟିମ୍ ଜେରା କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login