The Ultimate Managed Hosting Platform
ADVERTISEMENT

ଟ୍ରମ୍ପଙ୍କ ନୂଆ ହେୟାରଷ୍ଟାଇଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଟ୍ରମ୍ପଙ୍କ ନୂଆ ହେୟାର ଷ୍ଟାଇଲ । ଆମେରକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ହେୟାରଷ୍ଟାଇଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓ ଟ୍ରମ୍ପ ଫ୍ଲୋରିଡାର ବ୍ୱେଷ୍ଟ ପାମ ବିଚରେ ଥିବା ଟ୍ରମ୍ପ ଇଣ୍ଟରନ୍ୟାସନାଲ ଗୋଲ୍ଡ କ୍ଲବରେ ପ୍ରଶଂସକଙ୍କ ଭିଡକୁ ହାତ ହଲାଇ ଉତ୍ସାହର ସହ ଅଭିନନ୍ଦନ ଜଣାଉଥିବା ଦେଖିବାକୁ ମିଳିଛି । ଏକ କ୍ଲିପ ଅନଲାଇନରେ ପ୍ରସାରିତ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଆସନ୍ତା ମାସରେ ରାଷ୍ଟ୍ରପତି ହେବା ପୂର୍ବରୁ ଏହା ତାଙ୍କର ମେକ ଓଭର ବୋଲି ମନ୍ତବ୍ୟ ଦେଇଛନ୍ତି । ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ୨୯୫ ଇଲେକ୍ଟୋରାଲ ଭୋଟ୍ ହାସଲ କରି ବିଜୟୀ ହୋଇଥିଲେ ଏବଂ ହ୍ୱାଇଟ୍ ହାଉସ୍ ପାଇଁ ଆବଶ୍ୟକ ୨୭୦ ଭୋଟ୍ ସୀମାକୁ ସହଜରେ ଅତିକ୍ରମ କରିଥିଲେ। ୨୨୬ ଇଲେକ୍ଟୋରାଲ ଭୋଟ୍ ପାଇଥିବା ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସଙ୍କୁ ଟ୍ରମ୍ପ ପରାସ୍ତ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login