The Ultimate Managed Hosting Platform
ADVERTISEMENT

ଟ୍ରମ୍ପଙ୍କୁ ମୋଦିଙ୍କ କଡା ବାର୍ତ୍ତା , ଭାରତ କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ

Facebook
Twitter
LinkedIn

ନୂଆଦିଲ୍ଲୀ : ଟାରିଫ ବିବାଦ ମଧ୍ୟରେ ପରୋକ୍ଷରେ ଟ୍ରମ୍ପଙ୍କୁ ମୋଦିଙ୍କ କଡା ବାର୍ତ୍ତା । ଚାଷୀଙ୍କ ସ୍ୱାର୍ଥ ସହ କେବେ ସାଲିସ କରାଯିବ ନାହିଁ କହିଲେ ମୋଦି । ଦିଲ୍ଲୀରେ ସ୍ୱାମୀନାଥନ ଶତାବ୍ଦୀ ସମାରୋହ ଉତ୍ସବରେ କଡା ବାର୍ତ୍ତା । ଚାଷୀ , ମତ୍ସ୍ୟଜୀବୀ, ଦୁଗ୍ଧଚାଷୀଙ୍କ ସ୍ୱାର୍ଥ ସହ ସାଲିସ କରାଯିବ ନାହିଁ । ଆମେରିକାର ୫୦% ଶୁଳ୍କ ବୋମା ମାଡ଼ ହେବା ପରେ ଚପିନି ଭାରତ। ଆମେ କାହା ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ସ୍ପଷ୍ଟ ଶବ୍ଦରେ କହିଛନ୍ତି ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଥିଲେ ଯେ, “ଭାରତ କେବେବି ଏହାର ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବୀ ଭାଇଭଉଣୀଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ। ମୁଁ ଜାଣେ ଯେ, ବ୍ୟକ୍ତିଗତ ଭାବରେ ଏଥିପାଇଁ ମୋତେ ବହୁତ ମୂଲ୍ୟ ଦେବାକୁ ପଡିବ, କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ। ଭାରତ ତା’ର କୃଷକମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ସେମାନଙ୍କ କଲ୍ୟାଣ ପାଇଁ ଯାହା ଆବଶ୍ୟକ ମୁଁ ତାହା କରିବାକୁ ପ୍ରସ୍ତୁତ।”ସେ କହିଥିଲେ ଯେ, “ଭାରତ କେବେବି ଏହାର ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବୀ ଭାଇଭଉଣୀଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ। ମୁଁ ଜାଣେ ଯେ, ବ୍ୟକ୍ତିଗତ ଭାବରେ ଏଥିପାଇଁ ମୋତେ ବହୁତ ମୂଲ୍ୟ ଦେବାକୁ ପଡିବ, କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ। ଭାରତ ତା’ର କୃଷକମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ସେମାନଙ୍କ କଲ୍ୟାଣ ପାଇଁ ଯାହା ଆବଶ୍ୟକ ମୁଁ ତାହା କରିବାକୁ ପ୍ରସ୍ତୁତ।”

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login