The Ultimate Managed Hosting Platform
ADVERTISEMENT

ଟ୍ରକକୁ ପିଟିବା ପରେ ଓଲଟିଲା ପିକଅପ

Facebook
Twitter
LinkedIn

ବଲାଙ୍ଗିର : ଦୁର୍ଘଚଣାଗ୍ରସ୍ତ ଟ୍ରକକୁ ପିଟିବା ପରେ ଓଲଟିଲା ପିକଅପ । ଟାଉନ ଥାନା ସ୍ମାଟପାର୍କ ନିକଟରେ ଦୁର୍ଘଟଣା । ଫଳରେ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ଭିତରୁ ଜଣେ ଏମ.ରାମପୁରର ଓ ସେ ପରିବା ନେଇ ପିକପଭ୍ୟାନରେ ନିଜ ଗାଁକୁ ଯାଉଥିବା ଜଣାପଡିଛି । ଆଉ ଜଣେ ଗୁରୁତରଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । ଘଟଣାସ୍ଥଳରେ ବଲାଙ୍ଗିର ଟାଉନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login