The Ultimate Managed Hosting Platform
ADVERTISEMENT

ଟ୍ରକକୁ ପଛରୁ ପିଟିଲା ପିକ୍ଅପ୍ ଭ୍ୟାନ୍, ଘଟଣାସ୍ଥଳରେ ୨ ମୃତ

Facebook
Twitter
LinkedIn

ଖୋର୍ଦ୍ଧା : ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍। ଘଟଣାସ୍ଥଳରେ ୨ ମୃତ। ଖୋର୍ଦ୍ଧା ଗଙ୍ଗପଡା ପୁରୁଣା ଟୋଲଗେଟ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବାବେଳେ ଏକ ପିକଅପ୍ ଭ୍ୟାନ୍ ପଛ ପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟରରେ କାଟି ଟ୍ରକରୁ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଗହଣା ଦୋକାନରୁ ଲୁଟ

ଗହଣା ଦୋକାନରୁ ଲୁଟ

ଜଳେଶ୍ୱର : ବିଳମ୍ବିତ ରାତିରେ ସଟର ତାଡି ଗହଣା ଦୋକାନରୁ ଲୁଟ । କମର୍ଦ୍ଦା ଥାନା ବେଲଦା ହାଟପଦା ନିକଟ ଗହଣା ଦୋକାନରୁ ଲୁଟ । କେତେ...

ADVERTISEMENT
ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

Login